.
Verse of the day
କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଅଣଯିହୁଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ। ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
ମାଥିଉ ଲିଖିତ ସୁସମାଗ୍ଭର 20:25ଓଡ଼ିଆ ଖ୍ରୀଷ୍ଟିୟାନ୍ ୱେବ୍ ସାଇଟରେ ଆପଣମାନଙ୍କୁ ସ୍ବାଗତ ଏଥିରୁ ଆପଣ ଅନେକ ପ୍ରକାରର ଓଡ଼ିଆ ଖ୍ରୀଷ୍ଟିୟ ସଂଗୀତ, ଓନଲାଇନ୍ ବାଇବଲ,ବିନାମୁଲ୍ୟରେ ଡାଉନଲୋଡ୍ ତଥା ବଣ୍ଟନ କରିପାରିବେ
କାରଣ ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ । ରୋମୀ ୧୨:୫
††† ଆପଣଙ୍କ ପରମେଶ୍ଵର ††† ଆପଣଙ୍କ ଦେଶ ††† ଆପଣଙ୍କ ଭାଷା †††
ବାଇବଲ ପଢ଼ିବା ପାଇଁ click କରନ୍ତୁ old testament , new testament
ଓଡିଓ ଗୀତ ପାଇଁ click କରନ୍ତୁ songs
ଭିଡିଓ ଗୀତ ପାଇଁ click କରନ୍ତୁ christian songs
ଧନ୍ୟବାଦ
ଟିମ୍ , ଓଡିଆ ଖ୍ରୀଷ୍ଟିୟାନ୍ ଡଟ୍ କମ୍
ଇ-ମେଲ୍: odiyachristian@gmail.com
ଫେସ୍ ବୁକ୍: https://www.facebook.com/odiyachristian